
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କୁକୁରମାନଙ୍କର ଅନେକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଥାଏ। କିଛିଦିନ ହେବ ସୋସିଆଲ ମିଡିଆରେ କୁକୁରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓରେ କୁକୁର କେବଳ ଲୋକଙ୍କୁ ଭୟଭୀତ କରୁ ନାହିଁ ସେ ଦ୍ୱନ୍ଦ୍ୱରେ ପକାଇ ଦେଉଛି।
ଭାଇରାଲ ଭିଡିଓରେ ଗୋଟିଏ କୁକୁର ସିଂହ ପରି ପୋଷାକ ପିନ୍ଧିଛି। ଏହି ପୋଷାକ ପିନ୍ଧିବା ପରେ କୁକୁର ଅବିକଳ ସିଂହ ଭଳି ଦେଖାଯାଉଛି। ସିଂହ ଭଳି ପୋଷାକ ପିନ୍ଧି କୁକୁର ପାର୍କରେ ଭିତରେ ପଶିଥିଲା। କୁକୁରକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଭୟ କରି ଯାଇଥିବା ବେଳେ ଆଉ କିଛି ଲୋକଙ୍କୁ କୁକୁର ଦ୍ବନ୍ଦ୍ବରେ ପକାଇଥିଲା।
View this post on Instagram
ଏହି ଭିଡିଓ ଇନଷ୍ଟାଗ୍ରାମରେ @dailygameofficial ଦ୍ୱାରା ସେୟାର କରାଯାଇଛି ।ଏହି ଭିଡିଓର କ୍ୟାପସନରେ ଲେଖାଥିଲା, ‘ହେ ଭଗବାନ, ଏହା କ’ଣ?’
The post ସିଂହ ଭଳି ପୋଷାକ ପିନ୍ଧି ପାର୍କରେ ପଶିଲା କୁକୁର, ଲୋକଙ୍କ ପ୍ରତିକ୍ରିୟା ଥିଲା ଏଭଳି first appeared on Sambad.from ବିଶେଷ | Sambad https://ift.tt/3wzIVC2
0 Comments