
ସମଗ୍ର ଦକ୍ଷିଣ ଏସିଆରେ ଚାଷ ହେଉଥିବା ‘ଘୋସ୍ଟ ଜୋଲୋକିୟା ପିପର୍’ ବିଶ୍ବର ସବୁଠାରୁ ରାଗୁଆ ଲଙ୍କା। ଏହାକୁ ‘ନାଗ ଜୋଲୋକିଆ’ ମଧ୍ୟ କୁହାଯାଏ। ଉଲ୍ଲେଖନୀୟ ଯେ, ଅସାମାଜିକଙ୍କ କବଳରୁ ରକ୍ଷା ପାଇବା ପାଇଁ ଯେଉଁ ‘ପିପର୍ ସ୍ପ୍ରେ’ ବ୍ୟବହାର କରାଯାଏ, ତାହାଠାରୁ ମଧ୍ୟ ଏହା ଅଧିକ କଡ଼ା। ଏଥିରୁ ସାମାନ୍ୟ ପେଟ ଭିତରକୁ ଗଲେ, ସମଗ୍ର ଶରୀର ପୋଡ଼ିଗଲା ଭଳି ଲାଗେ। ଏହା ସହ ଯାହାର ପେଟ ଅପରିଚିତ, ଏହାକୁ ହଠାତ୍ ଖାଇବା ବିପଜ୍ଜନକ ହୋଇପାରେ। ଏହାକୁ ମାତ୍ର ଗୋଟିଏ ମିନିଟ୍ ପାଟିରେ ରଖିଲେ ପଚାଶ ଲକ୍ଷ ସ୍କୋଭିଲ୍ ତାତି ଉତ୍ପନ୍ନ ହୁଏ।
The post ବିଶ୍ବର ସବୁଠାରୁ ରାଗୁଆ ଲଙ୍କା first appeared on Sambad.
from ବିଶେଷ – Sambad https://ift.tt/3sknjam
0 Comments