
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଯୁବତୀ ମାଛ ବିକ୍ରି କରୁଥିବା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଯୁବତୀଙ୍କ ସୌନ୍ଦର୍ଯ୍ୟ ଓ ତାଙ୍କ ମାଛ କାଟିବାର ଶୈଳୀ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭାଇରାଲ୍ ଭିଡିଓକୁ different_haryana ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓକୁ ହଜାରରୁ ଅଧିକ ଥର ଦେଖାଯିବା ସହିତ ଅନେକ ଲୋକ ଏହାକୁ ବେଶ ପସନ୍ଦ ବି କରୁଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ସୁନ୍ଦର ଯୁବତୀ ବଜାରରେ ବସି ମାଛ କାଟୁଛନ୍ତି।
View this post on Instagram
କିଛି ଦିନ ପୂର୍ବରୁ ପାକିସ୍ତାନର ଜଣେ ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯିଏକି ଆଳୁ କାଟିବା ସହିତ ରୁଟି ତିଆରି କରୁଥିଲେ। ଏହି ଭିଡିଓରେ ଝିଅର ସରଳତା ଏବଂ ସୌନ୍ଦର୍ଯ୍ୟକୁ ଲୋକେ ବଶେ ପସନ୍ଦ ବି କରିଥିଲେ। ଏହି ଯୁବତୀଙ୍କ ନାମ ଆମିନା ରିଆଜ ବୋଲି ଜଣାପଡ଼ିଥିଲା।
The post ବଜାରରେ ବସି ମାଛ ବିକ୍ରି କରୁଥିବା ଯୁବତୀଙ୍କ ଫଟୋ ହେଲା ଭାଇରାଲ first appeared on Sambad.from ବିଶେଷ | Sambad https://ift.tt/336YNkW
(@different_haryana)
0 Comments