
ଆଓମୋରିକୁ ଜାପାନର ‘ରସୁଣ ସହର’ କୁହାଯାଏ। ଏହା ରସୁଣ ଚାଷ ଓ ରସୁଣରୁ ତିଆରି ବିଭିନ୍ନ ଖାଦ୍ୟ-ପାନୀୟ ପାଇଁ ପ୍ରସିଦ୍ଧ। ଏଠାରେ ରସୁଣ ବିଅର୍ ଓ ରସୁଣ କୋଲା ମିଳେ। ଉଭୟ ପାନୀୟ ଜାପାନରେ ବେଶ୍ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ରସୁଣ କୋଲାର ନାମ- ‘ଜାଟ୍ସ ଟକୋଲା’। ଏହାର ସ୍ବାଦ କଡ଼ା ଏବଂ ରସୁଣିଆ ଗନ୍ଧାଉଥିଲେ ହେଁ ଜାପାନୀମାନେ ଅନାୟାସରେ ବୋତଲ ବୋତଲ ପିଇଯାଅାନ୍ତି। ଏହା ଶୀତଦିନେ ଶରୀରକୁ ଉଷ୍ମତା ପ୍ରଦାନ କରୁଥିବା ଏବଂ ପ୍ରତିଷେଧକ ଶକ୍ତି ବଢ଼ାଉଥିବା ପ୍ରକାଶ।
The post ରସୁଣ କୋଲା first appeared on Sambad.
from ବିଶେଷ – Sambad https://ift.tt/3myiIxW
0 Comments