୮୦ବର୍ଷ ବୟସରେ ୮୦ଟି ପୋର୍ଶ କାରର ମାଲିକଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଚର୍ଚ୍ଚାରେ ଭିଏନାର ୮୦ବର୍ଷୀୟ ବୃଦ୍ଧ। ସେ ରଖିଥିବା ବ୍ରାଣ୍ଡେଡ କାର ପୋର୍ଶ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଟେ କି ଦୁଇଟା ନୁହେଁ ୮୦ବର୍ଷୀୟ ଅଟୋକାରଙ୍କ ପାଖରେ ରହିଛି ୮୦ଟି ପୋର୍ଶ କାର। ନିଜର କାର ପାଇଁ ସେ ଏକ ସ୍ବତନ୍ତ୍ର ଗ୍ୟାରେଜ କରିଛନ୍ତି, ଯେଉଁଠି ପୋର୍ଶର ଭିନ୍ନ ଭିନ୍ନ ସିରିଜର କାର ରହିଛି।

80 पोर्श कारों के मालिक बने ये शख्स
aajtak

ଅଟୋକାରଙ୍କ ମୁତାବକ, ୫୦ବର୍ଷ ତଳେ ସେ ନିଜ ପ୍ରଥମ ପୋର୍ଶ କାର କିଣିଥିଲେ। ଥରେ ତାଙ୍କ ଘର ଆଗରେ ପୋର୍ଶ କାର ଯାଉଥିବା ଦେଖିବା ପରେ ‌ସେ ଏହି କାର କିଣିବାକୁ ମନସ୍ତ କରିଥିଲେ।

80 पोर्श कारों के मालिक बने ये शख्स
aajtak

ପରେ ଧୀରେ ଧୀରେ ସେ ଟଙ୍କା ସଞ୍ଚୟ କରି ପୋର୍ଶ କାର କିଣିବା ଆରମ୍ଭ କରିଥିଲେ। ଏବେ ତାଙ୍କ ପାଖରେ ୮୦ଟି ପୋର୍ଶ କାର ରହିଛି। କାର ରଖିବା ପାଇଁ ସେ ଏକ ସ୍ବତନ୍ତ୍ର ଗ୍ୟ‌ାରେଜ ତିଆରି କରିଥିବା ବେଳେ ନିଜର ଏକାଧିକ ସମୟ ସେ ସେଠାରେ କଟାଉଥିବା କହିଛନ୍ତି।

80 पोर्श कारों के मालिक बने ये शख्स
aajtak

The post ୮୦ବର୍ଷ ବୟସରେ ୮୦ଟି ପୋର୍ଶ କାରର ମାଲିକଙ୍କୁ ନେଇ ଚର୍ଚ୍ଚା first appeared on Sambad.



from ବିଶେଷ – Sambad https://ift.tt/3aPJ1wD

Post a Comment

0 Comments