ଆଜି ବିଶ୍ୱ ମଧୁମେହ ଦିବସ

‘ବିଶ୍ୱ ସ୍ୱାସ୍ଥ୍ୟ ସ˚ସ୍ଥା’ ଓ ‘ଅନ୍ତର୍ଜାତୀୟ ମଧୁମେହ ସ˚ଘ’ ଆନୁକୂଲ୍ୟରେ ୧୯୯୧ରୁ ନଭେମ୍ବର‌ ୧୪ରେ ପାଳିତ ହେଉଛି ‘ବିଶ୍ୱ ମଧୁମେହ ଦିବସ’। ୧୮୯୧ ନଭେମ୍ବର‌ ଏହି ଦିନରେ ଜନ୍ମ ହୋଇଥିଲେ, ଇନ୍‌ସୁଲିନ୍‌ର ସହ-ଆବିଷ୍କାରକ ସାର‌୍‌ ଫ୍ରେଡ୍‌ରିକ୍‌ ବାଣ୍ଟି˚। ସେ ମଣିଷ ଶରୀରରେ ଇନ୍‌ସୁଲିନ୍‌ ପ୍ରୟୋଗ କରିଥିବା ବିଶ୍ୱର ପ୍ରଥମ ବିଜ୍ଞାନୀ। ପରିବର୍ତ୍ତିତ ଜୀବନ-ଶୈଳୀ ଯୋଗୁଁ ସାରା ବିଶ୍ୱରେ ପ୍ରତି ବର୍ଷ ମଧୁମେହ ରୋଗୀଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ସ˚ପ୍ରତି ମଧୁମେହ ରୋଗୀଙ୍କ ସ˚ଖ୍ୟା ଆଠ କୋଟିରୁ ଅଧିକ। ଏହି ରୋଗ ବାବଦରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଏହାକୁ ବିଷୟ ତଥା ବାର୍ତ୍ତା ଭିତ୍ତିକ ପାଳନ କରଯାଉଛି।

The post ଆଜି ବିଶ୍ୱ ମଧୁମେହ ଦିବସ first appeared on Sambad.



from ବିଶେଷ – Sambad https://ift.tt/3lyZkA8

Post a Comment

0 Comments