ଅନ୍ତର୍ଜାତୀୟ ଶିକ୍ଷକ ଦିବସ

‘ୟୁନେସ୍କୋ’ ଓ ‘ଏଜୁକେସନ୍‌ ଇଣ୍ଟର‌୍‌ନେସ୍‌ନାଲ୍‌’ ଆନୁକୂଲ୍ୟରେ ୧୯୯୪ରୁ ପ୍ରତି ବର୍ଷ ଅକ୍‌ଟୋବର‌ ୫ରେ ବିଶ୍ବ ସ୍ତରରେ ପାଳିତ ହେଉଛି ‘ଅନ୍ତର୍ଜାତୀୟ ଶିକ୍ଷକ ଦିବସ’। ଭବିଷ୍ୟତ୍‌ର ପିଢ଼ିକୁ ଗଢ଼ିବାରେ ଶିକ୍ଷକ ସମାଜର ଅବଦାନକୁ କେହି ଅସ୍ବୀକାର କରିପାରିବେନାହିଁ। ତେଣୁ, ଶିକ୍ଷକମାନଙ୍କ ସମ୍ମାନର୍ଥେ ଶହେରୁ ଅଧିକ ଦେଶରେ ଏହି ଦିବସ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ‘ଏଜୁକେସନ୍‌ ଇଣ୍ଟର‌୍‌ନେସ୍‌ନାଲ୍‌’ର ସଦସ୍ୟ ସ˚ସ୍ଥା ସ˚ଖ୍ୟା ୪୦୧। ଶିକ୍ଷା ବ୍ୟବସ୍ଥାର ବିକାଶ ଲାଗି ଏହି ସ˚ସ୍ଥାଗୁଡ଼ିକ କାର୍ଯ୍ୟ କରୁଛନ୍ତି।



from ବିଶେଷ – Sambad https://ift.tt/2F45nwM

Post a Comment

0 Comments