ମହାମାରୀ କାଳରେ ଅର୍ଥ ସାଜିଛି ବିରାଟ ସମସ୍ୟା; ଏମିତି କରନ୍ତୁ ଅର୍ଥର ବିନିଯୋଗ

ଅର୍ଥଶାସ୍ତ୍ର ରଚୟିତା ଆଚାର୍ଯ୍ୟ ଚାଣକ୍ୟଙ୍କ ସଂପର୍କରେ ପୂର୍ବରୁ ଅନେକ ଆଲୋଚନା କରି ସାରିଛେ। ସେ ଦେଇଥିବା ନୀତିବାଣୀ ସବୁକୁ ଜୀବନରେ ଉପଯୋଗ କଲେ ନାନା ସମସ୍ୟା ଦୂର କରି ହୁଏ। ତେବେ ଚାଣକ୍ୟ ଆହୁରି ବି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଜର ମତ ଦେଇଛନ୍ତି। ତାହା ହେଉଛି, ଟଙ୍କାକୁ ଉପଯୋଗ କରିବା କେମିତି? ବିଶେଷ କରି ଏହିି କରୋନା କାଳରେ ଏହି ପ୍ରସଂଗର ବି‌ଶେଷ ଗୁରୁତ୍ବ ରହିିଛି।

ସଂସ୍କୃତରେ ଚାଣକ୍ୟଙ୍କର ଏକ ଶ୍ଳୋକ ଅଛି, ‘ବିତମ ଦେହୀ ଗୁଣାନ୍ଵିତେଷୁ ମତିମନ୍ନାନ୍ୟତ୍ର ଦେହୀ କ୍ୱାଚିତ, ପ୍ରପତମ୍‌ ବାରିନିଧେରଜଲମ ଧନମୁଖେ ମାଧୁର୍ଯ୍ୟଯୁକ୍ତ ସଦା। ଜୀବାନ୍ୟସ୍ତାବରଜଙ୍ଗମ୍‌ ସକଲା ସଂକଲାନୀ ସଂଜୀବ ଭୂମିଣ୍ଡଲ, ଭୁୟ୍ୟ ପିସ୍ୟ ତଦେବ କଣ୍ଟିଗୁନିତମ ଗଚ୍ଛନତମମଭୋନିଦିମ୍‌।’

ଯାହାର ଓଡ଼ିଆ ଅର୍ଥ ହେଉଛି, ‘ଆମେ ଅର୍ଥର ଉପଯୋଗ ସାବଧାନ ସହକାରେ କରିବା ଉଚିତ। ସବୁବେଳେ ଗୁଣବାନ ବ୍ୟକ୍ତିଙ୍କୁ ଧନ ଦେବା ଉଚିତ। ମାନେ କି ଯେଉଁ ଲୋକ ଟଙ୍କାର ଉପଯୋଗ ଭଲ କାମରେ କରନ୍ତି ତାଙ୍କୁ ଟଙ୍କା ମିଳିବା ଉଚିତ। ଯିଏ ନିଜର ଜୀବିକା ନିର୍ବାହ ସହ ଅନ୍ୟ କାମରେ ବି ଅର୍ଥ ବିନିଯୋଗ କରେ। ନିଜ ଟଙ୍କାକୁ ନିଜ ବ୍ୟତୀତ ଅନ୍ୟ କାମରେ ବି ଲଗାଏ। ଏଭଳି ବ୍ୟକ୍ତଙ୍କ ସହ ଅର୍ଥ ନେଣଦେଣ ହେବା ଉଚିତ।

The post ମହାମାରୀ କାଳରେ ଅର୍ଥ ସାଜିଛି ବିରାଟ ସମସ୍ୟା; ଏମିତି କରନ୍ତୁ ଅର୍ଥର ବିନିଯୋଗ first appeared on Sambad.

from ବିଶେଷ | Sambad https://ift.tt/3bXpJVD

Post a Comment

0 Comments