କ୍ରେନ୍‌ ହୋଟେଲ୍‌

ଆମ୍‌ଷ୍ଟର୍‌ଡମ୍‌ରେ ଅଛି କ୍ରେନ୍‌ ହୋଟେଲ୍‌। କିଛି ବର୍ଷ ତଳେ ଜଣେ ସ୍ଥାନୀୟ ସ୍ଥପତି, ଖତ ଖାଉଥିବା ଏକ ପୁରୁଣା କ୍ରେନ୍‌କୁ ବିଳାସପୂର୍ଣ୍ଣ ହୋଟେଲ୍‌ରେ ପରିଣତ କରିଥିଲେ। କ୍ରେନ୍‌ ହୋଟେଲ୍‌ରେ ଅଛି ଦଶଟି ଘୂର୍ଣ୍ଣାୟମାନ କୋଠରି, ସ୍ପା, ସନ୍ତରଣ କୁଣ୍ତ ଏବଂ ଏକ ଟେଲିଭିଜନ୍‌ ଷ୍ଟେସନ୍‌। ପବନ ବୋହିଲେ କୋଠରିଗୁଡ଼ିକ ଘୂରୁଛି। ଗୋଟିଏ ଗୋଟିଏ କୋଠରି ନିର୍ମାଣରେ ଭାରତୀୟ ମୁଦ୍ରାରେ ବ୍ୟୟ ହୋଇଥିଲା ପ୍ରାୟ ଛଅ କୋଟି ଟଙ୍କା। କ୍ରେନ୍‌ର ଉଚ୍ଚତା ପଚାଶ ମିଟର‌୍‌ ଏବ˚ ଓଜନ ୨୫୦ ଟନ୍‌। କ୍ରେନ୍‌ଟି ଏକଦା ବନ୍ଦରରେ ବ୍ୟବହୃତ ହେଉଥିଲା।

The post କ୍ରେନ୍‌ ହୋଟେଲ୍‌ first appeared on Sambad.



from ବିଶେଷ – Sambad https://ift.tt/3liuniY

Post a Comment

0 Comments