ଯାଦୁକର ଜାକ୍‌

ଲସ୍‌ ଏଞ୍ଜେଲ୍‌ସରେ ବାସକରୁଥିବା ଜାକ୍‌ କିଙ୍ଗ୍‌, ପେସାରେ ଜଣେ ଫଟୋଗ୍ରାଫର‌୍‌। ସେ ଛୋଟ ଫିଲ୍ମ ମଧ୍ୟ ତିଆରିକରନ୍ତି। ସାତ ବର୍ଷ ବୟସରୁ ସେ ଫିଲ୍ମ ତିଆରି କରିଆସିଲେଣି। ସେ ମୋସନ୍‌ ଫଟୋଗ୍ରାଫିରେ ଡିଗ୍ରିଧାରୀ ଏବଂ ତାଲିମପ୍ରାପ୍ତ। ଅବସର ସମୟରେ ସେ ଇଣ୍ଟର‌୍‌ନେଟ୍‌ରେ ଭେଳକି ବା ଯାଦୁ ଦେଖାଇବାକୁ ଭଲପାଆନ୍ତି। ଜାକ୍‌ଙ୍କୁ ଦେଖନ୍ତୁ ଏହି ଫଟୋରେ। ସେ କ˚ପ୍ୟୁଟର‌୍‌ରେ ଏକ ସଫ୍‌ଟ‍େଵର‌୍‌ ଦ୍ବାରା ନିଜକୁ ଏ ପରି କରିବାରେ ସଫଳ ହୋଇଛନ୍ତି। ଏ ଭଳି ଅବତାରରେ ସେ ଏକ ଛଅ ସେକେଣ୍ତ୍‌ର ଭିଡିଓ ମଧ୍ୟ ବନାଇଥିବା ଜଣାଯାଏ।

The post ଯାଦୁକର ଜାକ୍‌ first appeared on Sambad.



from ବିଶେଷ – Sambad https://ift.tt/3qO0A5B

Post a Comment

0 Comments